ସ୍ମାର୍ଟ ଜନପଥରେ ବାଉଁଶ ବାଡ଼ରେ ଗଳାବାଟ : ଜୀବନକୁ ବାଜି ଲଗାଇ ରାସ୍ତା ପାର୍‌

ଭୁବନେଶ୍ବର : ସ୍ମାର୍ଟ ଜନପଥରେ ଲାଗିଥିବା ବାଉଁଶ ମେଡିଆନ୍‌ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ହେଲେ ଲୋକେ ଗଳାବାଟ ତିଆରି କଲେଣି। ବାଉଁଶ ବତାକୁ ଭାଙ୍ଗି ଅତି ବିପଜ୍ଜନକ ଭାବରେ ରାସ୍ତା ପାର୍‌ ହେଉଛନ୍ତି। ଗାଡ଼ିଚାଳକଙ୍କୁ ଏହି ଗଳା ବାଟ ବାବଦରେ ସୂଚନା ନଥିବାରୁ ପାଦ ପାଦରେ ଉଭୟ ପଥଚାରୀ ଓ ଗାଡ଼ିଚାଳକଙ୍କ ପ୍ରତି ବିପଦ ରହିଛି। ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ଏହି ବାଡ଼ ଲାଗିବାକୁ ରହିଛି। ଏ ପର୍ଯ୍ୟନ୍ତ … Continue reading ସ୍ମାର୍ଟ ଜନପଥରେ ବାଉଁଶ ବାଡ଼ରେ ଗଳାବାଟ : ଜୀବନକୁ ବାଜି ଲଗାଇ ରାସ୍ତା ପାର୍‌